ବିମାନ ଚୋରି କରିନେଇ ପଳାଉ ଥିଲେ ଯୁବକ, ଦୁର୍ଘଟଣାରେ ଜଳିଗଲା

ସିଟଲ: ସାଧାରଣତଃ କାର, ମୋଟର ସାଇକେଲ, ଟ୍ରକ, ବସ ଚୋରି କଥା ଶୁଣାଯାଇଥାଏ। ମାତ୍ର ଆମେରିକାର ଜଣେ ଯୁବକ ଏକ ବିମାନ ଚୋରି କରି ନେବା ପରି ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ସିଟଲର ସାଲକମା ଆର୍ନ୍ତଜାତିକ ବିମାନବନ୍ଦରରେ ଶନିବାର ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଦେଖଣାହାରୀମନଙ୍କ ସୂତ୍ରରୁ ପ୍ରକାଶ ଯେ ବିମାନବନ୍ଦରରୁ ହରିଜନ କ୍ୟୁ ୪୦୦ ବିମାନଟି ଉଡ଼ାଣ ଭରିବାର କେତେ ସେକେଣ୍ଡ ମଧ୍ୟରେ ତାକୁ ଆମେରିକା ବାୟୁସେନାର … Continue reading ବିମାନ ଚୋରି କରିନେଇ ପଳାଉ ଥିଲେ ଯୁବକ, ଦୁର୍ଘଟଣାରେ ଜଳିଗଲା